ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ ସଚେତନତା ରାଲି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଆଜି ବିଶ୍ୱ ଏଡସ୍ ଦିବସ ପାଳନ କରିଥିବାବେଳେ ଯାତ୍ରୀ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କୁ HIV/AIDS ପ୍ରତିରୋଧ ଏବଂ ପ୍ରତିକ୍ରିୟା ବିଷୟରେ ସଚେତନ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକଳାପ ଆୟୋଜନ କରିଥିଲା ।ଏହି…

ରକ୍ତଦାନ ଶିବିର ଅନୁଷ୍ଟିତ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ବ୍ରହ୍ମପୁର ରେଡ଼ିଓ ଷ୍ଟେସନ ନିକଟସ୍ଥ ଏଚଡିଏଫସି ବ୍ୟାଙ୍କ ଲୋଚାପଡା ଶାଖା ପକ୍ଷରୁ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ମ୍ୟାନେଜେର ଦିବ୍ୟ ରଞ୍ଜନ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।…

ଏସଆଇଆର ଉପରେ ସୁପ୍ରିମକୋର୍ଟଙ୍କ ମୋହର, ବିରୋଧୀଙ୍କୁ ଧକ୍କା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବୁଧବାର ଦିନ ସୁପ୍ରିମକୋର୍ଟ (Supreme Court) ଦେଶବ୍ୟାପୀ ଚାଲିଥିବା ସ୍ବତନ୍ତ୍ର ଭୋଟର ସଂଶୋଧନ (SIR) ଅଭିଯାନ ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି, ଯାହା ବିରୋଧୀଙ୍କ ଆଶାକୁ ଏକ ବଡ଼ ଧକ୍କା ଦେଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ କମିସନ…

ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବ ଭାରତ । ୩ ଦିନ ଯାଏଁ ଉଡିବନି କିଛି ବିମାନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୩ ଦିନ ବନ୍ଦ ରହିବ ବିମାନ ଚଳାଚଳ। ଉଡିବନି କୌଣସି ବି ବିମାନ। ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବ ଭାରତ । ଯାହା ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାକୁ ଯାଉଛି । ଯେଉଁଥିପାଇଁ ସମୁଦ୍ରର କିଛି ଅଞ୍ଚଳରେ ସତର୍କ ସୂଚନା ବା ନୋଟାମ୍ ଜାରି…

ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏଡ୍ସ ସମ୍ପର୍କିତ ସଚେତନତା ରାଲି

ବ୍ରହ୍ମପୁର,(ବିଚିତ୍ର ସାହୁ):- ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଏଡ୍ସ ରୋଗର ସୁରକ୍ଷାର ବାର୍ତ୍ତା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍କୁଲ ନିକଟରୁ…

ଖାଜାଷ୍ଟ୍ରିଟ୍ ପ୍ରୀମିୟର ଲିଗ୍ – ୨୦୨୫ ଉଦଘାଟିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଖାଜାଷ୍ଟ୍ରିଟ୍ ପ୍ରୀମିୟର ଲିଗ୍ - ୨୦୨୫ ଉଦଘାଟିତ ସୋମବାର ଠାରୁ ଆରମ୍ଭ ହୋଇଛି। ସୁରଜ ବିହାର ଷଷ୍ଠ ଲାଇନ ସ୍ଥିତ ପଡିଆରେ ଜିଏମସିଏ ( ଗଞ୍ଜାମ ମୁସଲିମ ସାଂସ୍କୃତିକ ସଂଘ ) ପକ୍ଷରୁ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଛି। ଗତ କିଛିବର୍ଷ ହେବ ଏହି…

ଏଡ୍ସ ସମ୍ପର୍କିତ ସଚେତନତା ରାଲି

ବ୍ରହ୍ମପୁର,ବିଚିତ୍ର ସାହୁ: ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ମିନାକ୍ଷୀ ନଗର ସ୍ଥି ତ ସେଣ୍ଟ୍ ଜାଭି ୟର୍ସ ହାଇସ୍କୁଲର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀମାନଙ୍କ ତରଫରୁ ଏଡ୍ସ ରୋଗର ସୁରକ୍ଷାର ବାର୍ତ୍ତା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍କୁଲ ନିକଟରୁ ବାହାରିବା ସହ…

ଡାକ୍ତର କେ.ଲକ୍ଷ୍ମୀବାଈଙ୍କ ମହାନ ଦାନ

ବ୍ରହ୍ମପୁର, ବିଚିତ୍ର ସାହୁ : ବ୍ରହ୍ମପୁର ଭାବlନଗର ନିବାସୀ ମହିଳା ଡାକ୍ତର କେ.ଲକ୍ଷ୍ମୀବାଈଙ୍କ ମହାନ ଦାନ କରି ନିଜ ଜନ୍ମଦିନ ଅବସରରେ ଏଭଳି ଏକ ମହତ କାର୍ଯ୍ୟ କରିବା ସମଗ୍ର ଡାକ୍ତରୀ ସମାଜ ଓ ମହିଳାମାନଙ୍କ ପାଇଁ ଗର୍ବର ବିଷୟ। ତାଙ୍କର ଏହି ଦାନ କର୍କଟ ରୋଗରେ ପୀଡ଼ିତ ଅନେକ…

କୁଡୁତୁଲି ପଞ୍ଚାୟତ ରେ ପୋଡ଼ାଗଲା ୪୭ ଏକର ଗଞ୍ଜେଇ ଗଛ

ବାଲିଗୁଡା,୦୧/୧୨(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ପୁଲିସ ଓ ବାଲିଗୁଡା ଅବକାରୀ ବିଭାଗର ମିଳିତ ଚଢ଼ଉ କରି ୪୭ ଏକର ଗଞ୍ଜେଇ ଗଛ କୁ ପୋଡ଼ି ନଷ୍ଟ କରିଛି । ପ୍ରକାଶ ଯେ, କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକାର ଗାଁ, ବୁଡ଼ାବାଲି…

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ପୋଡ଼ି ପାଉଁଶ

ବାଲିଗୁଡା: ୦୧/୧୨ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ୍ ଅର୍ନ୍ତଗତ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ଆଁରେ ଲକ୍ଷାଧ‌ିକ ଟଙ୍କାର ଶୀତବସ୍ତ୍ର ଜଳିପୋଡ଼ି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି ।…
error: Content is protected !!