ବାତ୍ୟା ଅର୍ଣ୍ଣବ ତାଣ୍ଡବର କ୍ଷୟ୍ୟକ୍ଷ୍ୟତି ଆକଳନ ପାଇଁ ୮ ଜଣିଆ କେନ୍ଦ୍ରିୟ ଟିମ ଙ୍କ ସହ ଡ଼. ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡି
ଗଞ୍ଜାମ,(ଜଗନ୍ନାଥ ନାୟକ):-
ଦିଗପହଣ୍ଡି ବିଧାୟକ ଡ଼ .ସିଧାନ୍ତ ମହାପାତ୍ର . ଦିଗପହଣ୍ଡିବ୍ଳକ ଅନ୍ତର୍ଗତ CH. ଟିକରପଡ଼ା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା ଓ ବନ୍ୟା ଯୋଗୁଁ କ୍ଷତିଗସ୍ତ ଘର ଚାଷ ଜମି ଏବଂ ରାସ୍ତା ଘ।ଟ ପରିଦର୍ଶନ କରି କ୍ଷୟକ୍ଷତି ସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ୍ୟ ଅନୁଧ୍ୟାନ କରିଥିଲେସେହିପରି କଇ ଠଡ଼ା ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମ ସମେତ ଏବଂ. ଖମ୍ଵାରିଗାଁ ଗ୍ରାମପଞ୍ଚାୟତର ଗୋଲଣ୍ଡା ଟିକରପଡ଼ା ଗୁଣ୍ଡିରୀଗୁଡ଼ା ସିରିପୁରୁ ସାମନ୍ତରାପୁରୁଗ୍ରାମ ଭିକ୍ଷ୍ମଗିରି ନିମଖଣ୍ଡି ଫାଶି ଗୁଡ଼ସମେତ ସମସ୍ତ ଅଞ୍ଚଳଗ ପରିଦର୍ଶନ କରିଥିଲେ ଏବଂ ଦିଗପହଣ୍ଡି ନିକଟସ୍ତ ମାଂ ନିଜ ବାଙ୍କେଶ୍ଵରି ଘାଟି ରାସ୍ତାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଧୋଇ ହୋଇ ଯାଉଥିବା ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ଦେଖିବାକୁ ମିଳିଛି ସେହିପରି ବଡ଼ ଖେମୁଣ୍ଡି ରାଜାଙ୍କ ଇଷ୍ଟଦେବୀ ମା’ଙ୍କ ପିଠକୁ ଯୋଗାଯଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇ ପଡ଼ିଥିବାରୁ ଯୁଦ୍ଧ କାଳିନ ଭିତରେ ରାସ୍ତାର ପୁନ୍ନଉଧାର କରିବା ପାଇଁ ପୂର୍ତ୍ତ ବିଭାଗିୟଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ. ଓବଡ଼ ଡୁମ୍ବୁଳା ଏବଂ ବିତରୁ ବୁଡ଼ି ପଞ୍ଚାୟତ ଆଦିବାସୀ ଅଧୁଷିଗ୍ରାମ ସମେତ ନିର୍ବାଚନ ମଣ୍ଡଳର ବିଭିନ୍ନ ବାତ୍ୟା ଜନିତ ଗ୍ରାମ ପରିଦର୍ଶନ କରି ପରିଦର୍ଶନ କରିବା ସହ କ୍ଷ୍ୟତି ଗସ୍ତର ପରିବାର ଙ୍କନିକଟରେ ତୁରନ୍ତ ରିଲ ଫ ଆବଶ୍ୟକିର ସହାୟତା ପହଞ୍ଚାଇବାପାଇଁ ଉପସ୍ଥିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଭାତୀୟ ଜନତା ପାର୍ଟିର ରାଷ୍ଟିୟ ଉପଧକ୍ଷା ତଥା ଓଡ଼ିଶା ରାଜ୍ୟ ପ୍ରଭାରି ଦଗ୍ଗୁବଢି ପୁରନ୍ଦେଶ୍ୱରୀ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସାଦ ଶତପଥି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀସରେଜସବତଙ୍କ ସମେତ ବହୁ ଦଳୀୟ କର୍ମି ଓ ପ୍ରମୁଖ ବ୍ୟକ୍ତିବିଶେଷ ଦଳୀୟ ନେତୃବୃନ୍ଧ ଉପସ୍ତିତ ଥିଲେ ଉପସ୍ଥିତ ପ୍ରଶାସସନିକ ଅଧିକାରିମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାବିତ ପ୍ରତେକ ପରିବାର ସୁରକ୍ଷ୍ୟା ସହାୟତା ଓ ପୁନର୍ବାସ ଆମର ପ୍ରଥମ କର୍ତ୍ତବ୍ୟ ସଂକଟ ସମୟରେ ମୁଁ ଆପଣମାନଙ୍କ ସହିତ ଦୃଢ ଭାବେ ଠିଆ ହୋଇଛି ଆପଣଙ୍କ ସେବା ଓ ସୁରକ୍ଷ୍ୟା ପାଇଁ ମୁଁ ସଦାସର୍ବଦା ପ୍ରତିବଦ୍ଧ କହି ଆଶ୍ଵସନା ଦେଇଥିଲେ
