ରଥଯାତ୍ରା ପରିଚାଳନା ପାଇଁ ୧୩ OASଙ୍କୁ ଦାୟିତ୍ବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରଥଯାତ୍ରା ପରିଚାଳନା ପାଇଁ ପୁରୀରେ ୧୩ OAS ଅଧିକାରୀଙ୍କୁ ଦାୟିତ୍ବ ୧୩ OASଙ୍କୁ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଭାବେ ନିଯୁକ୍ତ କଲେ ସରକାର ଜୁନ ୨୫ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ପୁରୀରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ସହଯୋଗ କରିବେ

Smart Computer Ad
You might also like
error: Content is protected !!