ପ୍ରବାସୀ ଶ୍ରମିକଙ୍କ ସିଲିଣ୍ଡର ଦୁଇଗୁଣା ହେଲା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ ୨ ଗୁଣା ହେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଏନେଇ ଜାରି ହେଲା ସୂଚନା FTL ସିଲିଣ୍ଡରଗୁଡ଼ିକ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର ନିୟନ୍ତ୍ରଣରେ ରହିବ ଏହି ସିଲିଣ୍ଡରଗୁଡ଼ିକ କେବଳ ପ୍ରବାସୀ ଶ୍ରମିକମାନଙ୍କୁ ପାଇଁ ବ୍ୟବହାର କରାଯିବ ଏହି କାର୍ଯ୍ୟରେ ତୈଳ କମ୍ପାନୀଗୁଡ଼ିକର (OMCs) ସହାୟତା ନିଆଯିବ

Smart Computer Ad
You might also like
error: Content is protected !!