ଡୁରା,ବିଚିତ୍ର ସାହୁ:- ପବିତ୍ର ଶ୍ରୀ ପଞ୍ଚମୀ, ବିଦ୍ୟାଦାଇନି ମାତା ସରସ୍ୱତୀ ପୂଜା ଅବସରରେ ଓ ଭାରତର ଜନନାୟକ ସ୍ଵାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମ ଦିନରେ ଆମ BHARAT BIKASH RURAL DEVELOPMENT ASSOCIATION TRUST 
ତରଫରୁ ଗୋପାଳପୁର ଜରା ଆଶ୍ରମ ଓ ରାମଚନ୍ଦ୍ରପୁର୍ ବିଶ୍ଵ ନିକେତନ ଜରା ଆଶ୍ରମରେ ରହୁ ଥିବା ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଚାଉଳ ନୁଆ ଲୁଗା ଓ କିଛି ଅର୍ଥ ର ସାହାଯ୍ୟ କରାଯାଇଛି।

ଏହି କାର୍ଯ୍ୟ କ୍ରମ ରେ BBRDA ଟ୍ରଷ୍ଟ ର ସମସ୍ତ ସଦସ୍ୟ ଯଥା ORGANAIGER sri suresh Chandra Behera, BBRDAT ମୁଖ୍ୟ ସଦସ୍ୟ Narasingh Rauta,Sadasiba Nayak,Narasingha Gauda,Gitanjali Mahankuda, karapalli GP ର ସମିତି ସଭ୍ୟ ଶ୍ରୀଯୁକ୍ତ Dileswar Reddy ମୋହୋଦ ୟ , ତଥା ବିକ୍ରମ ପୂର ଗ୍ରାମ ର କିଛି ସହୁର୍ଦୟ ଭାଇ ମାନଙ୍କ ସହଯୋଗ ରେ ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା।

