ଅନାଥ ଆଶ୍ରମ ପିଲାଙ୍କ ମୁହଁରେ ଅଜସ୍ର ଖୁସି ଦେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସ


ବାଲିଗୁଡା, ୨୯/୦୯(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶ୍ରୀଯୁକ୍ତ ଟୁନା ଦାସ ଅନାଥ ପିଲାଙ୍କ ମୁହଁରେ ହସ୍ ଫୁଟେଇଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରର ସିଟି ବଜାର ମହଲକୁ ଆସି ନିଜ ଇଚ୍ଛାରେ ନୂଆ ଡ୍ରେସ୍ କିଣି ମନରେ ଭରି ଯାଇଛି ଅଜସ୍ର ଖୁସି। ଏଭଳି ମହାନତା ଦେଖେଇଛନ୍ତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶ୍ରୀଯୁକ୍ତ ଟୁନା ଦାସ କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ୍ ସ୍ଥିତ ବିକାଶ ପ୍ରଗତି ପରିଷଦର ଅନାଥ ଆଶ୍ରମ ୫୪ ଜଣ ଅନ୍ତେବାସୀ ପିଲାଙ୍କୁ ଦୁର୍ଗା ପୂଜା ଅବସରରେ

ଅନାଥ ଆଶ୍ରମ ପିଲାଙ୍କ ମୁହଁରେ ଅଜସ୍ର ଖୁସି ଦେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସଅନାଥ ଆଶ୍ରମ ପିଲାଙ୍କ ମୁହଁରେ ଅଜସ୍ର ଖୁସି ଦେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସଅନାଥ ଆଶ୍ରମ ପିଲାଙ୍କ ମୁହଁରେ ଅଜସ୍ର ଖୁସି ଦେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସଅନାଥ ଆଶ୍ରମ ପିଲାଙ୍କ ମୁହଁରେ ଅଜସ୍ର ଖୁସି ଦେଇଛନ୍ତି ଶ୍ରୀଯୁକ୍ତ ଟୁନା ଦାସ

ନିଜ ଇଚ୍ଛା ମୁତାବକ ମହଲରେ ଡ୍ରେସ୍ କିଣିବା କୁନି କୁନି ପିଲାଙ୍କ ମୁହଁରେ ଢେର୍ ସାରା ଆନନ୍ଦ ଭରି ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ମୋଟ ୫୪ ଜଣ ଛାତ୍ରୀ ଓ ଅନୁଷ୍ଠାନ ସମସ୍ତ ୭ ଜଣ କର୍ମଚାରୀଙ୍କୁ ନୂଆ ଡ୍ରେସ୍ ଖାଇବା ଓ ଯିବା ଆସିବା ବସ୍ ଭଡ଼ା ପ୍ରଦାନ କରି ମାନବ ସେବାରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଟୁନା ଦାସ ବାଲିଗୁଡା ଅଞ୍ଚଳ ବାସୀଙ୍କୁ ପ୍ରତ୍ୟେକ ସମୟରେ ସହଯୋଗ କରି ଆସୁଛନ୍ତି।

Smart Computer Ad
You might also like
error: Content is protected !!