ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହରିଡ଼ାଖଣ୍ଡି ସ୍ଥିତ ଗ୍ରୀନ୍ କୋର୍ଟିୟାର୍ଡ୍ରେ JD Institute of Fashion Technology ପକ୍ଷରୁ ବିଶିଷ୍ଟ ଜେଡି ଡିଜାଇନ୍ ଆୱାର୍ଡ୍ ର ଜାଜ୍ବଲ୍ୟମାନ ବାର୍ଷିକ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଏସ.ଏମ.ପି):-

ରବିବାର ୧୪ ତାରିଖ ଆୟୋଜିତ ହୋଇଥିଲା ।ଏହି ଅବସରରେ ସରୋଜ ସାବତ ସହିତ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନୂତନତା, ପ୍ରତିଭା ଓ ସୃଜନଶୀଳତାର ଅଦ୍ଭୁତ ସମାହାର ପ୍ରଦର୍ଶିତ ହେଲା, ଯାହା ଯୁବ ପିଢ଼ିର ସୃଜନଶୀଳ ଚେତନାକୁ ପ୍ରକାଶ କରିଲା ।ବ୍ରହ୍ମପୁର ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ

Smart Computer Ad
You might also like
error: Content is protected !!