ସହର ଗହଳ ଚହଳ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଶ୍ରୀ ଗଣେଶ ପୂଜା ମହା ଆଡମ୍ବର ସହକାରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି l ସହର ଗହଳ ଚହଳ ଦେଖାଦେଇଛି l ତୁହା କୁ ତୁହା ବର୍ଷା ଚାଲିଥିଲେ ମଧ୍ୟ ବିଦ୍ଯାଳୟ , ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଡ଼ ଦେଖିବାକୁ ମିଳିଛି l ପଞ୍ଚମl ଠାରେ ଶ୍ରୀ ଗଣେଶଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା l ସେହିଭଳି ସ୍ଥାନୀୟ ହିଲପାଟଣା, ବିଭିନ୍ନ କ୍ଳବ୍,ଅନୁଷ୍ଠାନ ଏବଂ ସାହିରେ ଗଣେଶଙ୍କ ପୂଜା ଚାଲିଛି l

You might also like
error: Content is protected !!