୫ କୋଟି ଠକେଇ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଆବାସିକ ପ୍ଲଟ୍ ଯୋଗାଇବା ବାହାନାରେ ଠକେଇ ଅଭିଯୋଗ ହୋଇଛି l ଗୋଷାଣୀଗ୍ରାମ ଥାନାରେ ଏକ ମାମଲା ରୁଜୁ ହୋଇଛି l ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି l ଚେତନ କୁମାର ଚୌଧୁରୀଙ୍କୁ ଗିରଫ କରିଥିବା କହିଛି l ପ୍ରାୟ ୨ଶହ ଲୋକଙ୍କ ଠାରୁ ଏହି ଠକେଇ ହୋଇଥିବ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ୫କୋଟି ରୁ ଅଧିକ ଠକେଇ ହୋଇଥିବାବେଳେ ତଦନ୍ତ ଜାରି ରହିଛି l ଆଗକୁ ଆହୁରି ରହସ୍ୟ ଜଣାପଡିବ l

Smart Computer Ad
You might also like
error: Content is protected !!