76ତମ ବନମହୋଛବ ଅନୁଷ୍ଠି

ତତୁମୁଡିବନ୍ଧ : ୧୩/୦୭:(ସୁକାନ୍ତ କୁମାର ତ୍ରିପାଠୀ)ତୁମୁଡିବନ୍ଧ ବ୍ଲକ ସ୍ଥାନୀୟ ଡ଼ଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟରେ 76 ତମ ବନମହୋଛବ ଅନୁଷ୍ଠିତ ହୋଇଯାଇଛି | ପରିବେଶ କୁ ସୁରକ୍ଷା,ତଥା ଔଷଧିୟ ଗଛ ଯଥା, ଅଁଳା, ବାହାଡା, କରଞ୍ଜ, ନିମ୍ବ,ହରଡ଼ା ଭଳି ମୂଲ୍ୟବାନ ଔଷଧୀୟ ଗଛ ରୋପଣ ସହ ଏହାର ଔଷଧିୟ ଗୁଣ କୁ ଉପଯୋଗ କରିବା ହିଁ ଏହାର ମୂଳ ଲକ୍ଷ ରହିଛି| ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୈତରଣୀ ଇନିସିଆଟିଭ ତଥା ଆନ୍ତର୍ଜାତିକ ଆୟୁର୍ବେଦିକ ଔଷଧୀୟ କମ୍ପାନୀ ଦ୍ୱାରା ଅନୁଷ୍ଠିତ76ତମ ବନମହୋଛବ ଅନୁଷ୍ଠି ହୋଇଥିଲା.ଆଗାମୀ ଦିନରେ ଏହା ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ ରଖାଯାଇଛି | ଆୟୋଜିତ କାର୍ଯ୍ୟକ୍ରମ ରେ ବୈତରଣୀ ଇନିସିଏଟିଭ ର ରାଜ୍ୟ ସଂଯୋଜକ ଦୀପକ କୁମାର ମିଶ୍ର,ନର୍ସରୀ ମ୍ୟାନେଜର ଅକ୍ଷୟ କୁମାରୁ ସାମଲ, ବନସଂରକ୍ଷଣ ସଦସ୍ୟ ପ୍ରଭାକର ପ୍ରଧାନ, ପୂର୍ଣଚନ୍ଦ୍ର ବେହେରା, ସ୍ୱପ୍ନା ରାଣୀ ପାତ୍ର ବନ ସରକ୍ଷଣ ସଦସ୍ୟ, ପ୍ରମୁଖ ଉପସ୍ଥିତ ଥିଲେ |

76ତମ ବନମହୋଛବ ଅନୁଷ୍ଠି

Smart Computer Ad
You might also like
error: Content is protected !!