ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶ

ବାଲିଗୁଡା,୦୧/୦୭:(ସୁକାନ୍ତ କୁମାର ତ୍ରିପାଠୀ)ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ସକାଳ ଓ଼ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ମଙ୍ଗଳବାର ଦିନ ସକାଳେ ଗୀତା ପାରାୟଣ ଓ଼ ସନ୍ଧ୍ୟାରେ ପ୍ରବକ୍ତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଆଳତୀ ପରେ ପରେ ଗୁଣ୍ଡିଚା ମାର୍ଗ ପରିବାର ତରଫରୁ ବିଭିନ୍ନ ପ୍ରକାର ମିଷ୍ଠାନ ବଣ୍ଟନ କରାଯାଇଥିଲା l ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ : ଚତୁର୍ଦ୍ଧାମୂର୍ତ୍ତୀଙ୍କ ନୃସିଂହ ଅବତାର ବେଶ ଶ୍ରୀଜଗନ୍ନାଥ ମନ୍ଦିର ରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ଅଭିମାନିନୀ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିଥିଲେ । ସନ୍ଧ୍ୟାରେ ଆଳତୀ ଶେଷ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରି ସେଠାରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିକଟରେ ପହଞ୍ଚିବା ପରେ ପତି ସେବାୟତ ମାନେ ବନ୍ଦାପନା କରିବା ପରେ ମା ଲକ୍ଷ୍ମୀ ରଥ ଭାଙ୍ଗିଥିଲେ । ସେପଟେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା ଚାଲିଛି। ମହାପ୍ରଭୁଙ୍କ ଆଡପ ଦର୍ଶନ କରି ଉତ୍ସାହିତ ହୋଇଛନ୍ତି ଶ୍ରଦ୍ଧାଳୁ । ଏଥିରେ ଶତାଧିକ ଭକ୍ତମାନେ ଆସି ଶ୍ରଜୀଉଙ୍କ ଦର୍ଶନ କରୁଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଓ଼ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି l

You might also like
error: Content is protected !!