କାଲି୧୯ହଜାରକୋଟିପ୍ରକଳ୍ପ_ଭେଟି ରାଜ୍ୟ By News Nerve Posted On Jun 20, 2025 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):-ଓଡ଼ିଶାକୁ ୧୯ ହଜାର କୋଟିରୁ ଊର୍ଦ୍ଧ୍ବ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀଗସ୍ତର ଅବ୍ୟବହିତ ପୂର୍ବରୁ ସୂଚନା ଦେଲେ ଆଇନ ମନ୍ତ୍ରୀକାଲି ସଂଖ୍ୟାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ’ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ Share