ଖୋର୍ଦ୍ଧା(ସଞ୍ଜୀବ କୁମାର):-
ଖରିଫ୍ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର
ଅର୍ଥନୈତିକ ବ୍ୟାପାର କାବିନେଟ୍ କମିଟିର ଅନୁମୋଦନ
ଧାନର MSP ଗତ ବର୍ଷ ତୁଳନାରେ କ୍ବିଣ୍ଟାଲ ପିଛା ୬୯ ଟଙ୍କା ବଢ଼ିଲା
କେନ୍ଦ୍ର ଦେଉଥିବା ୨୩ ଶହ ଟଙ୍କା ୨୩୬୯ ଟଙ୍କାକୁ ବୃଦ୍ଧି
ଗ୍ରେଡ୍ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ
ଜୱାର କ୍ବିଣ୍ଟାଲ ପିଛା MSP ୩୨୮ ଟଙ୍କା ବଢ଼ିଲା
ବାଜରା ୧୫୦, ରାଗି ୫୯୬ ଟଙ୍କା ବୃଦ୍ଧିକୁ ଅନୁମୋଦନ
ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ବିଣ୍ଟାଲ ପିଛା MSP ୮୬ ଟଙ୍କା ବୃଦ୍ଧି
