ଭୁବନେଶ୍ୱର,(ଏସ.ଏମ.ପି):- ଭାରତୀୟ ସାମ୍ବାଦିକତା ଜଗତର ବର୍ଷିଆନ ପତ୍ରକାର, ସର୍ବଦା ସାମ୍ବାଦିକଙ୍କ ହକ ଓ ଅଧିକାର ପାଇଁ ଲଢେଇ କରୁଥିବା, ଶ୍ରମଜୀବୀ ସାମ୍ବାଦିକ ଆନ୍ଦୋଳନର ଆଗ୍ରଦୂତ, ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘର ରାଷ୍ଟ୍ରୀୟ ସଭାପତି କମ୍ରେଡ କେ. ବିକ୍ରମରାଓଙ୍କ ଆଜି ଲୌକ୍ଷ୍ନର ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି.ଅମର ଆତ୍ମାର ଶାନ୍ତିପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଗଭୀର ସମବେଦନା ଓ ବିନମ୍ର ଶ୍ରଦ୍ଧାଞ୍ଜଳି । ଓଁ ଶାନ୍ତି🙏
