ଶୁଭିସ୍ମିତାଙ୍କ ପଠାଣୀ ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ସଫଳତା

ଶୁଭିସ୍ମିତାଙ୍କ ପଠାଣୀ ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ସଫଳତା

ଆର.ଉଦୟଗିରି(ମନୋଜ କୁମାର ପାଢୀ)- ପ୍ରକାଶ ପାଇଥିବା ପୂର୍ବରୁ ୨୦୨୨- ୨୩ ଶିକ୍ଷା ବର୍ଷାରେ ଆୟୋଜିତ ପଠାଣି ସାମନ୍ତ ମେଧାବୃତ୍ତି ଗଣିତ ଷ୍ଟେଇଜ୍ -2(ନବମଶ୍ରେଣୀ) ରେ ସୁଶ୍ରୀ ଶୁଭସ୍ମିତା ସହ କୃତ କାର୍ଯ୍ୟ ହୋଇଛନ୍ତି, ପୂର୍ବରୁ ୩ୟ, ୫ମ, ୭ମ ବୃତ୍ତି ପରୀକ୍ଷା ସହ ଦଶମ ଶ୍ରେଣୀରେ A1 ଗ୍ରେଡରେ ସଫଳତା ପାଇଥିଲେ, ସୂଚନା ଥାଉକି ସେ ସରସ୍ବତୀ ଶିଶୁଶିକ୍ଷା ମନ୍ଦିର, ଦିଗପହଣ୍ଡିରେ ଅଧ୍ୟୟନ କରୁଥିଲେ । ସେ ଶିକ୍ଷକ ମହେନ୍ଦ୍ର କୁମାର ସାହୁ ଓ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ସାହୁଙ୍କ କନ୍ୟା ସନ୍ତାନ ଅଛନ୍ତି ଏବଂ ଦ୍ବିତୀୟ ପୁତ୍ର ସନ୍ତାନ ଶୁଭପ୍ରଦ ସାହୁ ଚଳିତ ଦଶମଶ୍ରେଣୀ ପରୀକ୍ଷାରେ A2 ଗ୍ରେଡରେ ସଫଳତା ପାଇଁ ଥିବା ଯୋଗୁଁ ଉଭୟଙ୍କୁ ପରିବାର ବର୍ଗ ସହ ଅଞ୍ଚଳବାସୀ ଶୁଭେଛା ଜଣାଇବା ସହ ଭବିଷ୍ୟତ ଶୁଭମନାସୀ ଛନ୍ତି ।

You might also like
error: Content is protected !!