ସବୁ CMଙ୍କ ସହ କଥା ହେଲେ_ଶାହ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-
- ପହଲଗାମ୍ ହମଲାକୁ ନେଇ ଗୃହ ମନ୍ତ୍ରାଳୟର ବଡ଼ ପଦକ୍ଷେପ
- ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହ
- ପାକ୍ ନାଗରିକଙ୍କ ଭିସା ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଶାହ
- ନିଜ ରାଜ୍ୟରେ ରହୁଥିବା ପାକ୍ ନାଗରିକଙ୍କୁ ତଡ଼ି ବାହାର କରିବାକୁ ନିର୍ଦ୍ଦେଶ