ବିରୋଧୀ ଅଧିକ ଚିନ୍ତା କରନ୍ତୁନି ପୃଥ୍ୱୀରାଜ -ଆଇନ ଶୃଙ୍ଖଳାକୁ ନେଇ ଅରୁଣ ସାହୁଙ୍କୁ ଆଇନ ମନ୍ତ୍ରୀଙ୍କ ଜବାବ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):-
- ବିଜେଡିର ଅଭିଯୋଗ ଉପରେ କଡ଼ା କାଉଣ୍ଟର ରଖିଲେ ପୃଥ୍ବୀରାଜ ହରିଚନ୍ଦନ
- ‘ଅତୀତରେ ବି ଅପରାଧ ହେଉଥିଲା, ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି’
- ‘ପୂର୍ବ ସରକାର ନେତା ଆଇନ ତା ବାଟରେ ଯିବ ବୋଲି କହୁଥିଲେ’
- ‘୧୦ ମାସରେ ଯେତିକି ଅପରାଧ ହୋଇଛି, ୭୨ ଘଣ୍ଟାରେ ଆକ୍ସନ ନିଆଯାଇଛି’
- ‘ଗିରଫ, କୋର୍ଟ ଚାଲାଣ ସହ ଆବଶ୍ୟକ ପଡ଼ିଲେ ଏନ୍କାଉଣ୍ଟର ହେଉଛି’
- କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସୁରକ୍ଷା ଦିଆଯାଉନି
- ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ- ପୃଥ୍ବୀରାଜ