ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ

 ଛତ୍ରପୁର,(ବିଚିତ୍ର ସାହୁ):-

ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ ଗତ କାଲି ଶୁକ୍ରବାର ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ମୁଖ୍ୟବକ୍ତା – : ଶ୍ରୀମତୀ ପୁଷ୍ପିତା ମହାପାତ୍ର, ବରିଷ୍ଠ ମାତୃସାଧିକା, ବ୍ରହ୍ମପୁର।ମୁଖ୍ୟ ଅତିଥି : ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ମାନ୍ୟବର ବିଧାୟକ, ଛତ୍ରପୁର।ସମ୍ମାନୀତ ଅତିଥି : ଶ୍ରୀଯୁକ୍ତ ବି ଶଙ୍କର ରେଡିଂ, ସମାଜସେବୀ।ସଭାପତି : ଶ୍ରୀ ଲଲାଟେନ୍ଦୁ ସାମନ୍ତ, ମଣ୍ଡଳ ସଂଯୋଜକ।ଅଧ୍ୟକ୍ଷ : ଶ୍ରୀ ମଧୁସୂଦନ ବେହେରା ସମ୍ପାଦକ : ଶ୍ରୀ ଲକ୍ଷ୍ମୀଚରଣ ଦାଶ ଅତିଥିଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା, ତତ୍ ସହିତ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସର୍ବାଶେଷରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ଲକ୍ଷ୍ମୀଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ

ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ

ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ

ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ

ଦିବ୍ୟ ଜନନୀଙ୍କ ଅସୀମ କରୁଣାରୁ ଛତ୍ରପୁର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୨ତମ ବାର୍ଷିକ ଉତ୍ସବ ପାଳନ

You might also like
error: Content is protected !!