ନେପାଳ ତିବତସୀମାରେ ଶକ୍ତିଶାଳୀ ଭୂମିକମ୍ପ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ରିକ୍ଟର ସ୍କେଲରେ #ଭୂମିକମ୍ପରତୀବ୍ରତା୭.୧
ଭାରତର କିଛି ଅଞ୍ଚଳରେ ଭୂମିକମ୍ପର ପ୍ରଭାବ ବିହାର, ଆସାମ ସମେତ କିଛି ଅଞ୍ଚଳରେ ପ୍ରଭାବ। ବିହାରରେ ଘରୁ ବାହାରି ଆସିଲେ ଲୋକେ
ଦିଲ୍ଲୀ-NCR ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଥିଲା।

You might also like
error: Content is protected !!