ଉତ୍କଳ ସାମ୍ୱାଦିକ ସଂଘର ବୈଠକ
ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ପରିସରରେ ଉତ୍କଳ ସାମ୍ୱାଦିକ ସଂଘ (ବ୍ରହ୍ମପୁର) ଶାଖାର ତ୍ରୟ ମାସିକ ସାଂଗଠାନିକ ବୈଠକ ଅନୁଷ୍ଟିତ ହୋଇଯାଇଛି l ସଭାପତି କ୍ଷେତ୍ରବାସୀ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସଂଘର!-->!-->!-->…