ଗଞ୍ଜାମ ଜିଲ୍ଲା ଫୂଟବଲ ଲିଗ ୨୦୨୫
ବ୍ରହ୍ମପୁର,(ବିଚିତ୍ର ସାହୁ):-
ଗଞ୍ଜାମ ଜିଲ୍ଲା ଫୂଟବଲ ଲିଗ ର ଆଜି ଦୁଇଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ ସକାଳେ ଗ୍ରୀନ ଚିଲି ପଦ୍ମନାଭପୁର ଏଫ. ସି ସହ ନାଇଟ୍ ଏଫ. ସି ମଧ୍ୟରେ ହୋଇଥିଲା। ଗ୍ରୀନ ଚିଲି ପଦ୍ମନାଭପୁର ଏଫ. ସି ୦୪ ଗୋଲ ଓ ନାଇଟ୍ ଏଫ୍. ସି କ୍ଲବ କୋଣସି ଗୋଲ କରିପାରି!-->!-->!-->…