ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ଯମ ବିଦ୍ଯାଳୟ ପରିସର ରେ ବିଘ୍ନରାଜ ଶ୍ରୀ ମହାବିନାୟକ ଙ୍କ ଶ୍ରୀ ଗଣେଶ ଚତୁର୍ଥୀ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ଆଜି ବୁଧବାର ଦିନ ଗୁରୁକୁଳ ଆନ୍ତର୍ଜାତୀୟ ଇଂରାଜୀ ମାଧ୍ଯମ ବିଦ୍ଯାଳୟ ପରିସର ରେ ବିଘ୍ନରାଜ ଶ୍ରୀ ମହାବିନାୟକ ଙ୍କ ଶ୍ରୀ ଗଣେଶ ଚତୁର୍ଥୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି ା ବିଦ୍ଯାର୍ଥୀମାନେ ହାତରେ ଧୂପ ଓ ପୁଷ୍ପ ଧରି ନୂଆ ପୋଷାକ ପରିଧାନ କରି…

୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଧିକାରିଣୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୨୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଅଧିକାରିଣୀ ଆସିଷ୍ଟାଣ୍ଟ କମିସନର ସରିତା ବାରିକ ନେଉଥିଲେ ଲାଞ୍ଚ ଭୁବନେଶ୍ବରର ଜଣେ ବେକେରି ମାଲିକଙ୍କ ଠାରୁ ନେଉଥିଲେ ଟଙ୍କା*

ଆଜି ଜଳାବତରଣ କରିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମଲ୍ଟି ମିସନ ଯୁଦ୍ଧପୋତ

ନୂଆଦିଲ୍ଲୀ,(ଏସ.ଏମ.ପି):- ଆଜି ଜଳାବତରଣ କରିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମଲ୍ଟି ମିସନ ଯୁଦ୍ଧପୋତ ଉଦୟଗିରି (ଏଫ ୩୫) ଓ ହିମଗିରି (ଏଫ ୩୪) । ଦେଶରେ ପ୍ରଥମଥର ପାଇଁ ଦୁଇଟି ସିପୟାର୍ଡରେ ନିର୍ମିତ ହୋଇଥିବା ଭିନ୍ନ ଭିନ୍ନ ଯୁଦ୍ଧପୋତ ଏକାଠି ଜଳାବତରଣ କରାଯାଉଛି । ଏହି…

ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ ଉଦଯାପିତ

ଭୁବନେଶ୍ୱର,(ପିଆଇବି):- ଜାମ୍ମୁକାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍‌ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି। ଭାରତୀୟ…

ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

ଭୁବନେଶ୍ୱର,(ଏସ.ଏମ.ପି):- ପ୍ରଭୁ ଗଣେଶ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ଏହି ଦିନରେ ଗଣେଶ ଉତ୍ସବ ବା ଗଣେଶ ପୂଜା ପାଳନ କରାଯାଏ। ଗଣେଶ ଚତୁର୍ଥୀ ହେଉଛି ଏକ ୧୦ ଦିନିଆ ଉତ୍ସବ ଯାହା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଭାଦ୍ରବ ମାସର ଶୁକ୍ଳ ପକ୍ଷ…

ଭୁବନେଶ୍ୱରଠାରେ ବେସାମରିକ ବିମାନ ଚଳାଚଳ ଉପରେ ପୂର୍ବାଞ୍ଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର,(ପିଆଇବି):- ଭୁବନେଶ୍ୱରରେ ଆଜି ବେସାମରିକ ବିମାନ ଚଳାଚଳ ଉପରେ ପୂର୍ବାଞ୍ଚଳ ପରିବହନ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡ଼ୁ କିଞ୍ଜରପୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ୪୦ ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ସ୍ଥାନୀୟ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଜାତୀୟ ଚକ୍ଷୁଦାନ ପକ୍ଷ ତା ୨୫.୦୮.୨୦୨୫ ଠାରୁ ୦୮.୦୯୨୦୨୫ ଯାଏ ଦୀର୍ଘ ୧୫ ଦିନ ଧରି ପାଳନ କରିବାକୁ ଯାଉଛି। ପକ୍ଷ ପାଳନର ପ୍ରଥମ ଦିବସରେ ବସନ୍ତ ଏକାଡେମୀର ପ୍ଲୁସ ୨ ଓ ପ୍ଲୁସ ୩ ଛାତ୍ରୀ ଓ ଛାତ୍ରମାନଙ୍କ ମଧ୍ୟରେ…

୫୧ଟି ସ୍ମାର୍ଟଫୋନ ହସ୍ତାନ୍ତର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ପୋଲିସ୍ ଅଧୀକ୍ଷକ ଡ ଏସ ବିବେକ ଏମଙ୍କ ଦ୍ଵାରା ଜିଲ୍ଲା କାର୍ଯ୍ୟାଳୟରେ ଆଇଫୋନ୍ ସମେତ ମୋଟ ୫୧ଟି ସ୍ମାର୍ଟଫୋନ୍ ସମଗ୍ର ଜିଲ୍ଲାର ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି | ଏକ ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଥିଲା l ପୋଲିସ ୫୧ଟି ମୋବାଇଲ୍ ପୁନରୁଦ୍ଧାର…

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ପ୍ରତି ଖୋର୍ଦ୍ଧା ରୋଡସ୍ଥିତ କନଫରେନ୍ସ ହଲ୍‌ରେ ଇତିମଧ୍ୟରେ ଏକ ଉତ୍ସାହୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମଣ୍ଡଳ ରେଳବାଇ…

କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା

ବାଲିଗୁଡା : ୨୫/୦୮:(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ତଥା ବାଲିଗୁଡା ର ପୂର୍ବତନ ବିଧାୟକ ଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୋମବାର ସମସ୍ତ ଶ୍ରେଣୀ…
error: Content is protected !!