ନୌସେନାକୁ ମିଳିଲା ୩ ନୂଆ ଯୁଦ୍ଧ ଜାହାଜ.. ଭାରତୀୟ ନୌସେନାକୁ ମିଳିଲା ବଳ, ସାମିଲ୍‌ ହେଲା ୩ ଯୁଦ୍ଧ ଜାହାଜ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭାରତୀୟ ନୌସେନାକୁ ମିଳିଲା ବଳ, ସାମିଲ୍‌ ହେଲା ୩ ଯୁଦ୍ଧ ଜାହାଜ INS ଦୁନାଗିରି, INS ସଂଶୋଧକ ଓ INS ଅଗ୍ରୟ ସାମିଲ୍‌ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ନିର୍ମିତ ୩ ଯୁଦ୍ଧ ଜାହାଜ କୋଲକାତାରେ ଏକ ସ୍ବତନ୍ତ୍ର ଉତ୍ସବରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି ‘ସାମୁଦ୍ରିକ କ୍ଷମତା ବିନା କୌଣସି ରାଷ୍ଟ୍ର ମହାନ ଶକ୍ତି ହୋଇପାରିବ ନାହିଁ’ ଆଜି, ବିଶ୍ୱର ଅଧିକାଂଶ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଛି- ମୋଦି ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ କିଣିବନି, ନିର୍ମାତା ବି ହେବ ନିର୍ମାତା ହେଲେ ହିଁ ନିର୍ଣ୍ଣାୟକ ହୋଇପାରିବ ଦେଶ-ମୋଦି

You might also like
error: Content is protected !!