ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଜିଲ୍ଲା ଓ ଦୌରା ବିଚାରପତି ଡ଼.ଭାଗ୍ୟଲକ୍ଷ୍ମୀ ରଥଙ୍କ ଓଡିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲ ରୂପ ବଦଳି ହୋଇଛି l ଏହି ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଗଞ୍ଜାମ ଓକିଲ ସଂଘ ତରଫରୁ ପ୍ରଦାନ କରାଯାଇଛି l ସଭାପତି ମୋନଜ ପଟ୍ଟନାୟକ,ଉପସଭାପତି ଟି କେ ରେଡ୍ଡୀ, ସମ୍ପାଦକ ଭେଙ୍କଟ ରାଓ, ଯୁଗ୍ମ ସମ୍ପାଦକ ଅସିତ ସାବତଙ୍କ ସମେତ ବରିଷ୍ଠ ଆଇନଜୀବୀ ଏହି ଅବସରରେ ଉପସ୍ଥିତ ଥିଲେ l