ଓଡ଼ିଶା ରେ ସିଧାସଳଖ ୪୨୧୯ ପୋଲିସ କନେଷ୍ଟବଳ ନିଯୁକ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ଖାଲି ଥିବା ପୋଲିସ କନେଷ୍ଟବଳ ଉପରେ ସୂଚନା ଦିଆଯାଇଥିଲା ।* ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡ଼ିଶା ପୋଲିସ ଡିଜି ଙ୍କୁ ଚିଠି , ଖାଲି ଥିବା ୪୨୧୯ ପୋଷ୍ଟ ସିଧାସଳଖ ନିଯୁକ୍ତି ପାଇଁ କୁହାଯାଇଛି ।* ଆବଶ୍ୟକ ନିୟମ୍ବାଳି ଉପରେ ଗୁରୁତ୍ୱସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହିତ ନିଯୁକ୍ତି ପାଇଁ କୁହାଯାଇଛି।* ସାଧାରଣ ପ୍ରଶାସନ ପକ୍ଷରୁ SOP ପାଳନ ପାଇଁ ନିର୍ଦ୍ଦେଶ।

You might also like
error: Content is protected !!