କୁକୁଡାଖଣ୍ଡି ବ୍ଲକରେ ପାଳିତ ହେଲା ୭୬ତମ ସାଧାରଣ ତନ୍ତ୍ର ଦିବସ
କୁକୁଡାଖଣ୍ଡି(ଇ.ରଞନ):- ବ୍ଲକ ପରିସରରେ ରବିବାର ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ସାରା ଦେଶ ୭୬ତମ ଗଣତନ୍ତ୍ର ପ୍ରତିଷ୍ଠା ଦିବସ ଭାବେ ପାଳନ ହୋଇଆସୁଥିବା ବେଳେ ଆଜି କୁକୁଡାଖଣ୍ଡି ବ୍ଲକ ରେ ସାଧାରଣ ତନ୍ତ୍ର ଦିବସ କୁ ବଡ଼ ଉତ୍ସାହ ର ସହ ଦିଗପହଣ୍ଡି!-->…