ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଗିରଫ ପୂର୍ବରୁ ମହୀଶୂରରୁ ଲୁଟ୍ କରିଥିଲା ରାଜା- ସିପି କୁଖ୍ୟାତ ଅପରାଧୀ ରାଜା ସାହାଣୀର ଗିରଫ ନେଇ ସିପିଙ୍କ ପ୍ରେସ୍ମିଟ ଋଷିକେଶରୁ ଗିରଫ ରାଜାକୁ ଆଜି କୋର୍ଟରେ ହାଜର କରାଯିବ ରାଜାକୁ ଧରିବା ପାଇଁ ନର୍ଥଇଷ୍ଟ, ବିହାର, ଦିଲ୍ଲୀ ଓ କର୍ଣ୍ଣାଟକରେ ମ୍ୟାନହଣ୍ଟ ଡିଜିଟାଲ ଫୁଟପ୍ରିଣ୍ଟ ଆଧାରରେ ଲୋକେସନ ଟ୍ରାକ କରାଯାଇଥିଲା ଡିସେମ୍ବର ମାସରେ ସେ ମହୀଶୂରରୁ ଆଉ ଏକ ଲୁଟ କରିଥିଲା ଚୌଦ୍ବାର ଜେଲ୍ରୁ ଚମ୍ପଟ ମାରିବା ପରେ ମହୀଶୂରରୁ ଲୁଟ୍ କରିଥିଲା ରାଜା ବିଶାଖାପାଟଣାରେ ଲୁଟ୍ ଉଦ୍ୟମ କରି ବିଫଳ ହୋଇଥିଲା ରାଜା ଲୋକେସନ୍ ଟ୍ରାକ୍ କରାଯାଇ ଋିଷିକେଶରୁ ଗିରଫ କରାଯାଇଥିଲା ରାଜା ନାଁରେ ବିଭିନ୍ନ ରାଜ୍ୟରେ ୨୮ ମାମଲା ଥିବା ନେଇ ସିପିଙ୍କ ସୂଚନା