ଡାକ୍ତର କେ.ଲକ୍ଷ୍ମୀବାଈଙ୍କ ମହାନ ଦାନ

ବ୍ରହ୍ମପୁର, ବିଚିତ୍ର ସାହୁ : ବ୍ରହ୍ମପୁର ଭାବlନଗର ନିବାସୀ ମହିଳା ଡାକ୍ତର କେ.ଲକ୍ଷ୍ମୀବାଈଙ୍କ ମହାନ ଦାନ କରି

 ନିଜ ଜନ୍ମଦିନ ଅବସରରେ ଏଭଳି ଏକ ମହତ କାର୍ଯ୍ୟ କରିବା ସମଗ୍ର ଡାକ୍ତରୀ ସମାଜ ଓ ମହିଳାମାନଙ୍କ ପାଇଁ ଗର୍ବର ବିଷୟ। ତାଙ୍କର ଏହି ଦାନ କର୍କଟ ରୋଗରେ ପୀଡ଼ିତ ଅନେକ ମହିଳାଙ୍କୁ ଆଶ୍ୱସ୍ତି ଓ ଚିକିତ୍ସା ଯୋଗାଇବ। 

​ଡାକ୍ତର ଲକ୍ଷ୍ମୀବାଈଙ୍କର ଏହି ନିଷ୍ପତ୍ତି ତାଙ୍କର ଉତ୍ସର୍ଗୀକୃତ ଜୀବନ ଓ ସମାଜ ପ୍ରତି ଥିବା ଗଭୀର ମମତାକୁ ପ୍ରତିପାଦିତ କରୁଛି। ସମଗ୍ର ଜୀବନର ସଞ୍ଚିତ ଅର୍ଥ ୩.୪୦ କୋଟି ଟଙ୍କା। ଭୁବନେଶ୍ୱର ଏମ୍ସକୁ

ଦାନ କରିଛନ୍ତି l ଜନସାଧାରଣଙ୍କ ସେବା ପାଇଁ, ମୁଖ୍ୟତଃ ମହିଳା କର୍କଟ ଚିକିତ୍ସା କ୍ଷେତ୍ରରେ।ତାଙ୍କର ଚଳିତ ଡିସେମ୍ବର ୫ ତାରିଖରେ ୧୦୦ ତମ ଜନ୍ମଦିନ ଅବସରରେ। ମହାନ ଦାନ କରି ନିଜ ଜନ୍ମଦିନ ଅବସରରେ ଏଭଳି ଏକ ମହତ କାର୍ଯ୍ୟ କରିଛନ୍ତି l ଓଡ଼ିଶାର ଚିକିତ୍ସା ଇତିହାସରେ ତାଙ୍କର ସ୍ଥାନକୁ ଆହୁରି ମହତ୍ତ୍ୱପୂର୍ଣ୍ଣ କରୁଛି। ​ତାଙ୍କର ଏହି ନିଷ୍ପତ୍ତି ଅନେକ ଲୋକଙ୍କୁ ପ୍ରଭାବିତ କରିବ ଏବଂ ଅସୁସ୍ଥ ଲୋକଙ୍କ ଚିକିତ୍ସାରେ ବିଶେଷ ସହାୟକ ହେବ। 

ଡାକ୍ତର କେ.ଲକ୍ଷ୍ମୀବାଈଙ୍କ ମହାନ ଦାନ

ସ୍ରୋତ: ସୋସିଆଲ ମିଡ଼ିଆ

You might also like
error: Content is protected !!